କଡ଼କ ଆଉ ଷ୍ଟାଇଲିଶ୍ ଫୀଚର୍ସ ରେ ଭରାସମ୍ପୂର୍ଣ୍ଣ ନୂଆ CT110 ଆଶା ଠାରୁ ବି ଆଗରେ ରୁହେ ଉନ୍ନତ ମାଇଲେଜ୍ ପାଇଁ ସବଳ ଇଞ୍ଜିନ, ସେମି-ନବୀ ଟାୟର୍ସ ଓ ବାଶ୍ ପ୍ଲେଟ ପରି କଡ଼କ ବିଶେଷତା ସହିତ, ଯେପରି ଇୟେ ସବୁପ୍ରକାର ସଡ଼କ ଉପରେ ଆଗେଇଯିବ । କେବଳ ସେତିକି ନୁହେଁ, ନୂଆ CT110 ର ଷ୍ଟାଇଲ୍ ବି ରୋମାଞ୍ଚିତ କରାଏ, ନିଜର ଆକର୍ଷକ LED DRL, ସମ୍ପୂର୍ଣ୍ଣ କଳା ରୂପ ତଥା ଷ୍ଟାଇଲିଶ୍ କଲର୍ସ ଯୋଗେ ।
Your enquiry has been registered with us, our representatives will get back to you shortly.
send a new query✕We already have your details. Our representatives will get back to you shortly.
send a new query✕