କାର୍ଯ୍ୟକାରିତା

CT100 ରେ ଅଛି 102cc ପାୱର୍ ବାଲା ଇଞ୍ଜିନ, ଯାହାକୁ ଯେକୌଣସି ପ୍ରକାରର ସଡ଼କରେ ଆଗେଇଯିବା ଭଳି ନିର୍ମାଣ କରାଯାଇଛି

CT 100 Engine

ଆରାମ

CT100ରେ ଅଛି ଡବଲ୍ ସ୍ପ୍ରିଙ୍ଗ, ଗୋଟିଏ ଛୋଟ ଉଠାପଡ଼ା ପାଇଁ ଓ ଅନ୍ୟଟି ବଡ଼ ବଡ଼ ଉଠାପଡ଼ା ପାଇଁ, ଯାହା ଦିଏ ସବୁପ୍ରକାରେ ଆରାମଦାୟକ ଯାତ୍ରା .

ଅଧିକ-ଲମ୍ବ ସୀଟ୍ ଯୋଗାଏ ପର୍ଯ୍ୟାପ୍ତ ସ୍ଥାନ, ଫଳରେ ଆପଣ ଓ ଆପଣଙ୍କ ପ୍ରିୟଜନ ସବୁବେଳେ ଆରାମରେ ବସିପାରନ୍ତି.

Performance

ମାଇଲେଜ୍

CT100's ର ଅପ୍ରତିମ ମାଇଲେଜ୍ କୁ ଉର୍ଦ୍ଧ୍ୱାଧିକ ୫୦ ଲକ୍ଷ ଗ୍ରାହକ ବିଶ୍ୱାସ କରନ୍ତି.

Mileage

ଷ୍ଟାଇଲିଙ୍ଗ

ଆକର୍ଷକ କଲର୍ସ, ଡିଜାଇନର୍ ଗ୍ରାଫିକ୍ସ ଆଉ ଅଲ୍ ବ୍ଲାକ୍ ଇଞ୍ଜିନ CT100 କୁ କରାଏ ନିଜ ଶ୍ରେଣୀର ସବୁଠୁ ଷ୍ଟାଇଲିଶ୍ ବାଇକ୍ ।

Styling

ନିରାପତ୍ତା

ଲମ୍ବା ହ୍ୱୀଲ୍‌ବେସ୍‌ ଓ ଚଉଡ଼ା ପଛ ଟାୟର ଯାବତୀୟ ଅବସ୍ଥାର ସଡ଼କରେ CT100 କୁ ସ୍ଥିର ଆଉ ନିରାପଦ ରଖିଥାଏ.

Safety
ଆମେ ନିଜର ଆଉ ଥର୍ଡ ପାର୍ଟୀ କୂକୀଜ୍ ଉପଯୋଗ କରୁ, ଯେପରି ଆପଣଙ୍କ ଅଭିଜ୍ଞତା ଆଉ ଆମ ସର୍ଭିସ୍ ଉନ୍ନତ ହେବ । ଏହି ବ୍ୟବସ୍ଥା ଡିସ୍ଏବଲ୍ କରିବାକୁ ଚାହୁଁଥଲେ ଏଠାରେ କ୍ଲିକ୍ କରନ୍ତୁ,ଜାଣିପାରିବେ କିପରିଏହି ୱେବ୍ ସାଇଟ୍ ରେ ବ୍ରାଉଜ୍ ଆଉ ଇଣ୍ଟର୍ ଆକ୍ଟ କରୁଥିଲେ କୂକୀଜ୍ ଉପଯୋଗ କରିବାକୁ ଆପଣ ସମ୍ମତି ଦେଉଛନ୍ତିସ୍ବୀକାର
I’M INTERESTED INPlease select bike model
  • Fill in your details for an enquiry
  • Please select your state
  • Please select your city
  • Please enter your name
  • Please enter your email
  • Please enter your mobile number
  • Readmore
  • Starting at
thank you

Your enquiry has been registered with us, our representatives will get back to you shortly.

send a new query
thank you

We already have your details. Our representatives will get back to you shortly.

send a new query
x

By signing this form/checking this box, you acknowledge and agree that we may use the information you share with us, to communicate with you through e-mails, text messages and calls, in order to provide our product or service related information and/or for promotional and marketing purposes. All information provided will be secured and processed as per ourPrivacy Policy

Price Info

Variant NameVariant Price

Variant NameVariant Price

Ex-showroom price -(change city)

Prices indicated are the ex-showroom prices for the selected city limits only.

All prices are subject to change, and Bajaj Auto Ltd. reserves the right to modify the prices.