ପ୍ରତି ଟକ୍କରରେ
ଏକ୍ସଟ୍ରା କଡକ୍

  • ପାୱାର ଏକ୍ସଟ୍ରା କଡକ୍

    115cc ଇଞ୍ଜିନର ପାୱାର୍ ଏବଂ ପିକ୍
    ଅପ୍‌ର ଆନନ୍ଦ ପାଆନ୍ତୁ

  • ଷ୍ଟାଇଲ୍ ଏକ୍ସଟ୍ରା କଡକ୍

    ବଳିଷ୍ଠ ରୂପ, ନୂତନ ରଙ୍ଗ,
    ନୂଆ ଡିଜାଇନ୍

  • ମଜବୁତି ଏକ୍ସଟ୍ରା କଡକ୍

    SnS ସସପେନସନ୍ ଏବଂ ଅଧିକ
    ଦୃଢ଼ କ୍ରାସ୍ ଗାର୍ଡ

  • ଏକ୍ସ ସୋରୁମ୍ ପ୍ରାଇସ୍

    *

    in Delhi

    ସହର ପରିବର୍ତ୍ତନ କରନ୍ତୁ
ପାୱାର ଏକ୍ସଟ୍ରା କଡକ୍

ଶକ୍ତିଶାଳୀ ଇଞ୍ଜିନ୍

115 CC ଇଞ୍ଜିନ୍
ଏକ ଶକ୍ତିଶାଳୀ 115 cc DTS-i ଇଞ୍ଜିନ୍ ସହିତ ଚମତ୍କାର ପିକ୍ ଅପ୍ ଏବଂ ମାଇଲେଜ୍‌ରେ କୌଣସି ସାଲିସ୍ ନାହିଁ
ଷ୍ଟାଇଲ୍ ଏକ୍ସଟ୍ରା କଡକ

ବଳିଷ୍ଠ ରୂପ ଏବଂ ଡିଜାଇନ୍

ରବର ଟ୍ୟାଙ୍କ୍ ପ୍ୟାଡ୍ ସହିତ ଟ୍ୟାଙ୍କ୍
ଏକ୍ସଟ୍ରା କଡକ୍ ରାଇଡିଙ୍ଗ୍ ଏବଂ ଷ୍ଟାଇଲ୍ ପାଇଁ
ଷ୍ଟାଇଲ୍ ଏକ୍ସଟ୍ରା କଡକ

ବଳିଷ୍ଠ ରୂପ ଏବଂ ଡିଜାଇନ୍

ସୁରକ୍ଷିତ ଭାବରେ ଧରି ରଖିବା ପାଇଁ ଚାଇଲଡ୍ ଫୁଟହୋଲ୍‌ଡ
ଯାହାଫଳରେ ପିଲା ଅନବୋର୍ଡ ଥିଲେ ଆପଣ ନିଶ୍ଚିତରେ ରାଇଡ୍ କରିପାରନ୍ତି
ଷ୍ଟାଇଲ୍ ଏକ୍ସଟ୍ରା କଡକ

ବଳିଷ୍ଠ ରୂପ ଏବଂ ଡିଜାଇନ୍

ଭଲ ଭାବରେ ପାଦ ରଖିବାପାଇଁ ତୃତୀୟ ଫୁଟରେଷ୍ଟ
ଯାହା ଫଳରେ ଆପଣ ଦୀର୍ଘ ଯାତ୍ରାରେ ଆରାମଦାୟକ ଭଙ୍ଗୀରେ ପରିବର୍ତ୍ତନ ଆଣିପାରିବେ
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

କଡକ ହେଡଲ୍ୟାମ୍ପ ଭାଇଜର୍
ହେଡଲ୍ୟାମ୍ପ ପାଇଁ ଅତିରିକ୍ତ କଡକ୍ ସୁରକ୍ଷା ନିମନ୍ତେ ଏକ ଦୃଢ଼ ଭାଇଜର୍
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

ସେମି ନବି ଟାୟାର୍ସ
ଅଧିକ କଠିନ ରାସ୍ତାରେ ଭଲ ଭାବରେ ଜାବୁଡି ଧରିବା ପାଇଁ
ମଜବୁତି ଏକ୍ସଟ୍ରା କଡକ୍

ଦୃଢ଼ ଏବଂ କଠିନ

ଇଞ୍ଜିନର ସୁରକ୍ଷା ପାଇଁ ବୃତ୍ତାକାର ବେଲି ପ୍ୟାନ
ଆବୁଡ଼ା ଖାବୁଡ଼ା ରାସ୍ତାରେ ଇଞ୍ଜିନ୍‌ର ସୁରକ୍ଷା ପାଇଁ ଏକ୍ସଟ୍ରା କଡକ୍ ସୁରକ୍ଷା।
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

ସମ୍ମୁଖ ସସପେନସନ୍ ଉପରେ ଷ୍ଟାଇଲିସ୍ ବିଲୋସ୍
ଆରାମରେ କାର୍ଭିଙ୍ଗ୍ କର୍ଣ୍ଣର ପାଇଁ ଦୃଢ଼ ଏବଂ ଷ୍ଟାଇଲିସ୍ ବେଲୋସ୍
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

Stronger Crash guards
ଏକ୍ସଟ୍ରା କଡକ୍, ସ୍ଥିର ଏବଂ ସୁରକ୍ଷିତ ଯାତ୍ରା ପାଇଁ - ରାସ୍ତା ଯେପରି ହେଉନା କାହିଁକି।
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

ଡବଲ୍ ଷ୍ଟିଚଡ ଏବଂ ଥିକ୍ ପ୍ୟାଡେଡ୍ ସିଟ୍
ଉଭୟେ ରାଇଡର୍ ଏବଂ ବସିଥିବା ବ୍ୟକ୍ତିଙ୍କୁ ଖରାପ ରାସ୍ତାରେ ମଧ୍ୟ ଚମତ୍କାର ଆରାମ ପ୍ରଦାନ କରେ।
ମଜବୁତି ଏକ୍ସଟ୍ରା କଡକ

ଦୃଢ଼ ଏବଂ କଠିନ

ଅଧିକ ଓଜନର ଭାର ପାଇଁ ପ୍ଲାଟଫର୍ମ ପ୍ରକାରର କ୍ୟାରିୟର୍
ଅଧିକ ବଡ଼, ଅଧିକ ଓଜନିଆ ଜିନିଷ ଧରିବା ପାଇଁ ଏକ୍ସଟ୍ରା କଡକ୍‌ କ୍ୟାରିୟର୍

CT 110X ମୂଲ୍ୟ ଏବଂ ନିର୍ଦ୍ଧାରଣଗୁଡ଼ିକ

ରୁ ଆରମ୍ଭ

*
ସୋରୁମ୍ ପ୍ରାଇସ୍ Delhi ସହର ପରିବର୍ତ୍ତନ କରନ୍ତୁ

ଆଲୋକପାତ

  • 115 cc DTS-i ଇଞ୍ଜିନ୍ ସହିତ ଏକ୍ସଟ୍ରା କଡକ୍ କାର୍ଯ୍ୟଦକ୍ଷତା
  • ଏକ୍ସଟ୍ରା କଡକ୍ ମଜବୁତି ସହିତ ରାଉଣ୍ଡ ହେଡଲ୍ୟାମ୍ପ ଏବଂ ଭାଇଜର୍
  • ଏକ୍ସଟ୍ରା କଡକ୍ ଷ୍ଟାଇଲ ସହିତ ଅଧିକ ବଡ଼ ଟ୍ୟାଙ୍କ୍ ଏବଂ ଟ୍ୟାଙ୍କ ପ୍ୟାଡ୍

ରୁ ଆରମ୍ଭ

*
ସୋରୁମ୍ ପ୍ରାଇସ୍ Delhi ସହର ପରିବର୍ତ୍ତନ କରନ୍ତୁ

ଆଲୋକପାତ

  • 115 cc DTS-i ଇଞ୍ଜିନ୍ ସହିତ ଏକ୍ସଟ୍ରା କଡକ୍ କାର୍ଯ୍ୟଦକ୍ଷତା
  • ଏକ୍ସଟ୍ରା କଡକ୍ ମଜବୁତି ସହିତ ରାଉଣ୍ଡ ହେଡଲ୍ୟାମ୍ପ ଏବଂ ଭାଇଜର୍
  • ଏକ୍ସଟ୍ରା କଡକ୍ ଷ୍ଟାଇଲ ସହିତ ଅଧିକ ବଡ଼ ଟ୍ୟାଙ୍କ୍ ଏବଂ ଟ୍ୟାଙ୍କ ପ୍ୟାଡ୍
We use our own and third party cookies in order to improve your experience and our service. If you wish to disable this feature   click here   to know how. By continuing to browse and interact on this website you consent to the use of cookies. Accept
Select your location

Get a Call Back

Thank You for your interest!

We will reach out to you soon.

Dealer details as per your selection are

Dealer Name -
Dealer Number -
Dealer Address -
Step into the e-showroom and
explore your bike now!